
ଏତେ ମେଘ ଥାଇ, ଭିଜୁ ନାହିଁ କାହିଁ ॰ ॰
ମନେ ପ୍ରେମ ପାଇଁ, ଜାଗା ଜମା ନାହିଁ
ଏତେ ମେଘ ଥାଇ, ଭିଜୁ ନାହିଁ କାହିଁ ॰ ॰
ମନେ ପ୍ରେମ ପାଇଁ, ଜାଗା ଜମା ନାହିଁ
କାହା ସାଥେ ଚାଲୁଛି ମୁଁ ,
କାହା ସାଥେ ଗପୁଛି ମୁଁ ॰ ॰
ଛାଇ ନିଦରେ ॰ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰
ଜଳାନା ନା ନା ଜଳାନା ଆଉ ତୁ ଖେଳାନା ଜୀବନ ଏତେ ॰ ॰
ବାଧୁଛି ରେ ଭାରି ମତେ ॰ ॰ ॰
ପ୍ରେମରେ, ମିଛ ପ୍ରେମରେ ପୁଣି ମତେରେ କୁଆଡେ ଡାକୁ ॰ ॰
ଜିଇଛି ରେ ଦୁକୁ ଦୁକୁ ॰ ॰
ଯାଯାବର ମେଘ ଟେ ମୁଁ ॰ ଜରଜର ପାଦ ଟେ ମୁଁ ॰ ॰
ବିନା ଋତୁରେ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ପକାନା ମନେ ପକାନା ॰ ଆଉ ତୁ କନ୍ଦାନା ଗଲା ସମୟ ॰
ତରଳି ଯାଏ ହୃଦୟ ॰ ॰
ଓ ହୋ ଶୁଣାନା ନା ନା ଶୁଣାନା ॰ ଆଉ ତୁ ଶିଖାନା ॰
ପ୍ରେମର ଗୀତ ॰ ॰ ମନା କରେ ମୋ ଅତୀତ ॰
ଅଧା ଚିରା କାଗଜ ମୁଁ ॰ ଅଧା ଶୁଝା କରଜ ମୁଁ ॰
ମନ ହାଟ ରେ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ହୋ ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ଏତେ ମେଘ ଥାଇ, ଭିଜୁ ନାହିଁ କାହିଁ ॰ ॰
ମନେ ପ୍ରେମ ପାଇଁ, ଜାଗା ଜମା ନାହିଁ
ଏତେ ମେଘ ଥାଇ, ଭିଜୁ ନାହିଁ କାହିଁ ॰ ॰
ମନେ ପ୍ରେମ ପାଇଁ, ଜାଗା ଜମା ନାହିଁ
କାହା ସାଥେ ଚାଲୁଛି ମୁଁ ,
କାହା ସାଥେ ଗପୁଛି ମୁଁ ॰ ॰
ଛାଇ ନିଦରେ ॰ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ହୋ ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰ ॰ ॰
oriya love song lyrics, oriya bhajan lyrics download, odia song lyrics in odia, ete megha thai lyrics, oriya song lyrics in english, ete megha thai odia song lyrics, Odia movie songs Lyrics, babusan all song lyrics, Tu pheri a re dhana mo pakhaku song ra liric
Good one..I mostly like this song
Great post sir Ji.
Thanks for the song in odia language